Trade Media
     

ଥାଇପୋୟା ମହୋତ୍ସବମ୍, ହରିପାଦ


Event date:
ସ୍ଥାନ: ଶ୍ରୀ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର, ହରିପାଦ, ଆଲପୁଜା ଜିଲ୍ଲା ।

ଏହି ଥାଇପୋୟା ମହୋତ୍ସବମ୍, ହେଉଛି ଏକ ଦିନିକିଆ ଉତ୍ସବ । ଏହା ପ୍ରଭୁ ସୁବ୍ରମଣ୍ୟ, ଶିବ ଓ ପାର୍ବତୀଙ୍କର ବଡ଼ପୁଅଙ୍କୁ ସମର୍ପିତ । ଏହା କେରଳର ଅଧିକାଂଶ ମନ୍ଦିରରେ ପାଳିତ ହୋଇଥାଏ । ଏହି ଉତ୍ସବ ଦିବସରେ ଭକ୍ତମାନେ କବାଡ଼ି- ସୁନ୍ଦର ଭାବରେ ସୁସଜ୍ଜିତ ବିଭିନ୍ନ ଆକୃତି ଓ ଆକାରର କାଠ ତ୍ୱରଣକୁ କାନ୍ଧରେ ଧରି ଶୋଭାଯାତ୍ରାରେ ମନ୍ଦିରକୁ ଯାଇଥାନ୍ତି । ଏହି ପାରମ୍ପରିକ ନୃତ୍ୟକୁ କୁହାଯାଏ କାବାଡିୟାଟୋମ୍ ।

ଏଠାରେ ପହଂଚିବା ପାଇଁ:
ଏହି ମନ୍ଦିରଟି ଆଲପୁଜା ଜିଲ୍ଲାର ହରିପାଦ ସହର ଠାରୁ ମାତ୍ର 1 କିଲୋମିଟର ଦୂରରେ ଅବସ୍ଥିତ ।
  • ନିକଟତମ ରେଳଷ୍ଟେସନ: ହରିପାଦ, ପ୍ରାୟ 5 କିଲୋମିଟର ଦୂରରେ ।
  • ନିକଟତମ ବିମାନବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଆଲପୁଜା ଠାରୁ 85 କିଲୋମିଟର ଦୂରରେ

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia