Trade Media
     

ଆର୍ଥୁନକାଲ୍ ପେରୁନାଲ୍


Event date:
ସ୍ଥାନ: ସେଣ୍ଟ୍. ସେବାସ୍ଥିଆନ୍ସ ଚର୍ଚ, ଆର୍ଥୁନକାଲ୍, ଆଲପୁଜା ଜିଲ୍ଲା ।

ଆର୍ଥୁନକାଲ୍ ପେରୁନାଲ୍, ସେଣ୍ଟ୍ ସେବାସ୍ଥିଆନର ମହୋତ୍ସବ, ହେଉଛି ଏକ 10 ଦିନିଆ ଉତ୍ସବ ଯାହାକି ଜାନୁଆରୀ ଆରମ୍ଭ ସମୟରେ ପଡ଼ିଥାଏ । ଏହି ଉତ୍ସବର ବିଶେଷତ୍ୱ ହେଉଛି ଉତ୍ସବ ଶେଷ ହେଉଥିବା ଦିନ ଭକ୍ତମାନେ ନିକଟସ୍ଥ ସମୁଦ୍ର କୂଳରୁ ଚର୍ଚ ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ବା ଗୁରୁଣ୍ଡି ଆସିଥାନ୍ତି । ତାହା ପରେ ସମୁଦ୍ର କୂଳରେ ଏକ ଭବ୍ୟ ଶୋଭାଯାତ୍ରା ହୋଇଥାଏ ।

ସେଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଆଲପୁଜା, ପ୍ରାୟ 22 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର ଆଲପୁଜା ଠାରୁ ପ୍ରାୟ 85 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia