Trade Media
     

ମାନାରକାଡ ପେରୁନାଲ


Event date:
ସ୍ଥାନ: ସେଣ୍ଟ୍ ମ୍ୟାରିସ ଚର୍ଚ, ମାନାରକାଡ, କୋଟାୟମ୍ ଜିଲ୍ଲା

ଏହି ଆଠ ଦିନିଆ ପେରୁନାଲ୍ କିମ୍ବା ଉତ୍ସବ ସେଣ୍ଟ୍ ମ୍ୟାରିସ ଚର୍ଚରେ ଭର୍ଜିନ୍ ମ୍ୟାରିଙ୍କ ପ୍ରତି ସମର୍ପିତ । ଏହା ହେଉଛି ଉପବାସ ଏବଂ ପ୍ରାର୍ଥନାର ସମୟ । ଆଠ ଦିନ ଧରି ଏହି ପାରମ୍ପରିକ ଉପବାସକୁ କୁହାଯାଏ ଏଟୁନୋୟାମ୍ବୁ । ଶେଷ ତିନି ଦିନରେ ଏକ ରଂଗିନ୍ ଭବ୍ୟ ଶୋଭାଯାତ୍ରାରେ ଭକ୍ତମାନେ ସୁନେଲି କ୍ରସ୍ ଓ ଉଜ୍ଜ୍ୱଳ ରଂଗରେ ରଙ୍ଗିନ ପାରାସୋଲ ଧରି ଶୋଭାଯାତ୍ରା ଧାରଣ କରିଥାନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କୋଟାୟାମ, ପ୍ରାୟ 10 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଟାୟାମ ଠାରୁ ପ୍ରାୟ 76 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia