Trade Media
     

ଓଲାନ

 
 
ଏହି ଭିଡିଓ ଓଲାନର ପ୍ରସ୍ତୁତି ଦର୍ଶାଉଛି ।

ଉପାଦାନଗୁଡିକ
  • କୁମ୍ବଲାଙ୍ଘଶ (ଆଶ ଗୋଡ୍)- 1 ମଧ୍ୟମ
  • କଖାରୁ ଖଣ୍ଡଗୁଡିକ- 1 କପ୍
  • କଞ୍ଚା ଲଙ୍କା (ମଝିରୁ କଟା ହୋଇଥିବା)- 6ଟି
  • ନଡିଆ କ୍ଷୀର- 1 କପ୍
  • ବନ ପାୟର (ନାଲି ଓରିଏଣ୍ଟାଲ୍ ବିନ୍ସ)- ¼  କପ୍ (ସିଝା)
  • ଝୁଡଙ୍ଗ
  • ଭୃଷଙ୍ଗ ପତ୍ର
  • ଲୁଣ
  • ନଡିଆ ତେଲ- 3 ଚାଆ ଚାମଚ

ପ୍ରସ୍ତୁତି ପଦ୍ଧତି
ଗୋଟିଏ କଡେଇରେ ନାଲି ଓରିଏଣ୍ଟାଲ୍ ବିନ୍ସ ସହିତ ଲୁଣ ପକାଇ ସିଝାନ୍ତୁ । କୁମ୍ବଲଙ୍ଗା (ଆଶ କୋଡ୍) ଏବଂ କଖାରୁକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏଥିରେ ଝୁଡଙ୍ଗ ଏବଂ କଞ୍ଚା ଲଙ୍କା ମିଶାନ୍ତୁ । ଟିକିଏ ଗୋଳାଇ ଦିଅନ୍ତୁ ଏବଂ କିଛି ପାଣି ପକାନ୍ତୁ । କଡେଇକୁ ଢ଼ାଙ୍କି ଦିଅନ୍ତୁ ଏବଂ ପାଞ୍ଚ ମିନିଟ୍ ପାଇଁ  ରାନ୍ଧନ୍ତୁ ।

ଢ଼ାଙ୍କୁଣୀ ବାହାର କରିଦିଅନ୍ତୁ । ଧୀରେ ଗୋଳାନ୍ତୁ । ଏବେ ଲୁଣ ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ । ଟିକେ ଗୋଳାଇ ଦିଅନ୍ତୁ । ଏଥିରେ ନଡିଆ କ୍ଷୀର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଟିକେ ତେଲ ପକାନ୍ତୁ । ପୁଣି ଗୋଳାନ୍ତୁ ।

ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇଛି ସୁଆଦିଆ ଓଲାମ୍ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia