Trade Media
     

ପାଝମ୍ ପୁଲିସେରି

 
 
ଏହି ଭିଡିଓ ପାଝମ୍ (କଦଳୀ) ପୁଲିସେରିର ପ୍ରସ୍ତୁତି ଦର୍ଶାଉଛି ।

ଉପାଦାନଗୁଡିକ
  • ପାଚିଲା କଦଳୀ- 1
  • ନଡିଆ (କୋରା ହୋଇଥିବା)- 1 କପ୍
  • କଞ୍ଚା ଲଙ୍କା- 3ଟି
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଧନିଆଗୁଣ୍ଡ- ¼  ଚାଆ ଚାମଚ
  • ମେଥିଗୁଣ୍ଡ- ¼  ଚାଆ ଚାମଚ
  • ଘୋଳ ଦହି- 500 ମି.ଲି.
  • ଚିନି- 1 ଚାଆ ଚାମଚ
  • ଲୁଣ
  • ତେଲ
  • ଭୃଷଙ୍ଗ ପତ୍ର
  • ପିଆଜ (ଛୋଟ)- 2ଟି
  • ସୋରିଷ – 1 ଚାଆ ଚାମ (ସିଜିନିଙ୍ଗ୍ ପାଇଁ) 

ପ୍ରସ୍ତୁତି ପଦ୍ଧତି
ପାଚିଲା କଦଳୀଗୁଡିକୁ ମଧ୍ୟମ ଆକାରର କ୍ୟୁବରେ କାଟନ୍ତୁ। ସେଗୁଡିକୁ ପାତ୍ରରେ ପକାନ୍ତୁ । ପାଣି ମିଶାନ୍ତୁ ଏବଂ ଭଲ ଭାବରେ ରାନ୍ଧନ୍ତୁ ।

ବର୍ତ୍ତମାନ, ଗୋଟିଏ କଡ଼ାଇ ନିଅନ୍ତୁ, ଏବଂ କିଛି ତେଲ ଗରମ କରନ୍ତୁ । ସୋରିଷ ପକାନ୍ତୁ, ଏହା ଫୁଟିଗଲେ ଭୃଷଙ୍ଗ ପତ୍ର ଓ ଛୋଟ ପିଆଜ ପକାନ୍ତୁ । ଟିକେ ଗୋଳାଇ ଦିଅନ୍ତୁ ଓ ମେଥିଗୁଣ୍ଡ ପକାନ୍ତୁ । ପୁଣି ଟିକେ ଭାଜନ୍ତୁ, ଏବେ ଶୁଖିଲା ଲଙ୍କା, ନଡିଆ କୋରା, ହଳଦିଗୁଣ୍ଡ, ଜିରାଗୁଣ୍ଡରୁ ତିଆରି କରାଯାଇଥିବା ପେଷ୍ଟ ମିଶାନ୍ତୁ। ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଏବେ ଆପଣ ଏଥିରେ ସିଝା ହୋଇଥିବା ପାଚିଲା କଦଳୀ ମିଶାଇ ପାରିବେ । କିଛି ପାଣି ଢ଼ାଳନ୍ତୁ । ଭଲ ଭାବରେ ଗୋଳାନ୍ତୁ । ଚିନି ଓ ଲୁଣ ମିଶାନ୍ତୁ । ଏଗୁଡିକୁ ଭଲ ଭାବରେ ଗୋଳାନ୍ତୁ । ଯେତେବେଳେ ଏହା ଫୁଟିଯାଏ, ଘୋଳଦହି  ମିଶାନ୍ତୁ ଏବଂ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ବର୍ତ୍ତମାନ ସମୟ ହେଉଛି ପାଝମ୍ ପୁଲିସେରିର ଆନନ୍ଦ ନେବା ସମୟ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia