Trade Media
     

ଚିଙ୍ଗୁଡି ମସଲା

 
 
ଏହି ଭିଡିଓ ଚିଙ୍ଗୁଡି ମସଲା ପ୍ରସ୍ତୁତି ପଦ୍ଧତି ଦର୍ଶାଉଛି

ନିମ୍ନଲିଖିତ ଜିନିଷ ସହିତ 500  ଗ୍ରାମ୍‌ର ମଧ୍ୟମ ଆକାରର ଚିଙ୍ଗୁଡିକୁ ପରିଷ୍କାର କରି ରାନ୍ଧନ୍ତୁ:

  • ଲଙ୍କା ଗୁଣ୍ଡ- 2 ଚାଆ ଚାମଚ
  • ହଳଦି ଗୁଣ୍ଡ- ½ ଚାଆ ଚାମଚ
  • ତେନ୍ତୁଳି (କୋଲା) 2ରୁ 3 ଛୋଟ ଖଣ୍ଡ
  • ନଡିଆ ଖଣ୍ଡ- ½ କପ୍

ଚିଙ୍ଗୁଡିକୁ ରାନ୍ଧି ଗୋଟିଏ ପାଖରେ ରଖନ୍ତୁ । ଆଉ ଗୋଟିଏ କଡାଇରେ ତିନି ଚାମଚ ନଡିଆ ତେଲ ଏବଂ ଏକ ଚାମଚ ସୋରିଷ ପକାଇ ଫୁଟାଇ ଦିଅନ୍ତୁ । ତାହା ପରେ, ଏଥିରେ ନିମ୍ନଲିଖିତ ଜିନିଷଗୁଡିକ କଷି ଦିଅନ୍ତୁ:

  • ସାଲଟ୍ସ- 1 କଫି କପ୍ (କମ୍ବା ଗୋଟିଏ ପିଆଜ, କଟା ହୋଇଥିବା)
  • ଅଦା- 2 ଇଞ୍ଚ (ଖଣ୍ଡ ହୋଇଥିବା)
  • ରସୁଣ- 6-8 କୋଲା (କଟା ହୋଇଥିବା)
  • ଭୃଷଙ୍ଗ ପତ୍ର- ଅଳ୍ପ କେତୋଟି
  • କଞ୍ଚା ଲଙ୍କା 2ରୁ 3ଟି (କଟା ହୋଇଥିବା)

ଯେତେବେଳେ ପିଆଜ ନରମ (ସ୍ୱଚ୍ଛ) ହୋଇଯାଏ, ରନ୍ଧା ହୋଇଥିବା ଚିଙ୍ଗୁଡି ଓ ଯଥେଷ୍ଟ ପାଣି ଢ଼ାଳନ୍ତୁ । ଏଥିରେ ଅଧ ଚାମଚ ମେଥି ଗୁଣ୍ଡ ମିଶାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ । ଢ଼ାଙ୍କୁଣୀ ଦେଇ ପାଣି ଶୁଖିବା ପର୍ଯ୍ୟନ୍ତ ଗରମ କରନ୍ତୁ ।

ତାହା ପରେ ତିନିରୁ ଚାରି ଟେବୁଲ୍ ଚାମଚ ନଡିଆ ତେଲ କମ୍ ଆଞ୍ଚରେ ଫୁଟାନ୍ତୁ ।

ପାଞ୍ଚ ମିନିଟ୍ ପରେ ଆଞ୍ଚରୁ ଓହ୍ଲାଇ ଆଣନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia