Trade Media
     

ଉତ୍ତର ମାଲବାର ଚିଙ୍ଗୁଡି ତରକାରି

 
 
ଉପାଦାନଗୁଡିକ
  • 50ଟି ମଧ୍ୟମ ଆକାର ଚୋପା ଛଡା ଯାଇ ଏବଂ ପରିଷ୍କାର କରାଯାଇଥିବା ଚିଙ୍ଗୁଡି,
  • ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା 1 କଞ୍ଚା ଆମ୍ବ
  • 1 ଇଞ୍ଚ ଲମ୍ବା ଅଦା, ଯାହାକୁ କି ପତଳା ଖଣ୍ଡରେ କଟା ଯାଇଥାଏ
  • 4ରୁ 5ଟି କଞ୍ଚା ଲଙ୍କାକୁ ଫାଳ କରି କଟାଯାଇଥାଏ 

ଝୋଳ ପାଇଁ ଉପାଦାନଗୁଡିକ
  • ନଡିଆ (କୋରା ହୋଇଥିବା)- 1
  • ଶୁଖିଲା ଲଙ୍କାଗୁଣ୍ଡ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଜିରା- 1 ଚାଆ ଚାମଚ
  • ମେଥିଗୁଣ୍ଡ- ¼  ଚାଆ ଚାମଚ
  • ଛୋଟ ପିଆଜ- 8ରୁ 10ଟି
  • ଭୃଷଙ୍ଗ ପତ୍ର
  • ଲୁଣ
  • ନଡିଆ ତେଲ- 1 ଚାଆ ଚାମଚ

ପ୍ରସ୍ତୁତି ପଦ୍ଧତି
ଚିଙ୍ଗୁଡିକୁ ଏକ ମାଟି ପାତ୍ରରେ ରଖନ୍ତୁ । ଏଥିରେ ଆମ୍ବ ଏବଂ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ । କିଛି ଲୁଣ ଓ ପାଣି ଦିଅନ୍ତୁ । ଏହି ଜିନିଷଗୁଡିକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ପାତ୍ରକୁ ଢ଼ାଙ୍କି ଦିଅନ୍ତୁ ଓ ଆଉ କିଛି ସମୟ ପାଇଁ ଗରମ କରନ୍ତୁ । ଯେତେବେଳେ ଚିଙ୍ଗୁଡି ଭଲ ଭାବରେ ସିଝିଯାଏ, ବଟା ହୋଇଥିବା ମସଲାକୁ ଅଧା କପ୍ ପାଣିରେ ମିଶାଇ ସେଥିରେ ପକାନ୍ତୁ । ଅଧିକ ଆଞ୍ଚରେ ଫୁଟାନ୍ତୁ । ସାମାନ୍ୟ ଗୋଳାଇ ଦିଅନ୍ତୁ। ଭୃଷଙ୍ଗ ପତ୍ର ପକାନ୍ତୁ । ଯେତେବେଳେ ଏହା ଫୁଟେ, ଆଞ୍ଚ କମ୍ କରିଦିଅନ୍ତୁ ।  କିଛି ତେଲ ମିଶାନ୍ତୁ ଏବଂ 5 ମିନିଟ୍ ପାଇଁ ରାନ୍ଧନ୍ତୁ ।

ଗରମ ଚିଙ୍ଗୁଡି ତରକାରି ପରଷନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia