Trade Media
     

ମିନ୍ ପିରା

 
 
ଏହି ଭିଡିଓ ମିନ୍ ପିରା ପ୍ରସ୍ତୁତିର ପଦ୍ଧତିଗୁଡିକ ଦର୍ଶାଉଛି ।

ଏହି ପ୍ରସ୍ତୁତି ପାଇଁ ଆପଣ ଯେ କୌଣସି ଛୋଟିଆ ମାଛ ଯେପରି କି ଆଙ୍କୋଭିସ୍ କିମ୍ବା ସାର୍ଡାଇନ୍ (କବଲ)

ମାଛକୁ ପରିଷ୍କାର କରିଦିଅନ୍ତୁ । ଯଦି ସାର୍ଡାଇନ୍ ବ୍ୟବହାର କରାଯାଉଥାଏ । ମାଛକୁ ଦୁଇ ଖଣ୍ଡରେ କାଟି ଦିଅନ୍ତୁ ।

ଆପଣ ମଧ୍ୟ ନିମ୍ନଲିଖିତ ଜିନିଷଗୁଡିକ ଦରକାର କରିବେ:
  • ନଡିଆ ଖଣ୍ଡ- ଦୁଇ କପ୍
  • ଅଦା- 2 ଇଞ୍ଚ
  • ରସୁଣ- ପ୍ରାୟ 12 କୋଲା
  • କଞ୍ଚା ଲଙ୍କା- 4 କିମ୍ବା 5
  • ଭୃଷଙ୍ଗ ପତ୍ର- ଅଳ୍ପ କେତୋଟି
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ମେଥି ଗୁଣ୍ଡ- 1/2 ଚାଆ ଚାମଚ
  • ଲୁଣ- ସ୍ୱାଦ ଅନୁଯାୟୀ
  • ତେନ୍ତୁଳି (କଇଁଆ)- 3 କିମ୍ବା 4 ଖଣ୍ଡ
  • ନଡିଆ ତେଲ- 1 ଟେବୁଲ୍ ଚାମଚ 

ମାଛ ବ୍ୟତୀତ ସମସ୍ତ ଉପାଦାନ ଏକାଠି ଭଲ ଭାବରେ ଗୋଳାଇ ଦିଅନ୍ତୁ । ଯେତେବେଳେ ସେଗୁଡିକ ଭଲ ଭାବରେ ଗୋଳାଇ ହୋଇଯାଏ, ମାଛ ମିଶାନ୍ତୁ ଏବଂ ଧୀରେ ଧୀରେ ପୁଣି ଗୋଳାନ୍ତୁ । ତାହା ପରେ ଏକ କପ୍ ପାଣି ମିଶାନ୍ତୁ । ଏହାକୁ ଢ଼ାଙ୍କି ମାଛ ସିଝିଯିବା ପର୍ଯ୍ୟନ୍ତ ଏବଂ ପାଣି ମରିଯିବା ପର୍ଯ୍ୟନ୍ତ କମ୍ ଆଂଚରେ ରାନ୍ଧନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia