Trade Media
     

ପବକ ବରୁଥାଥୁ

 
 
ଉପାଦାନଗୁଡିକ
  • କଲରା (ପତଳା ଖଣ୍ଡରେ କଟାଯାଇଥିବା)- 2 କପ୍
  • ପତଳା କଟା ଯାଇଥିବା ନଡିଆ ଖଣ୍ଡ- 1/2 କପ୍
  • କଞ୍ଚା ଲଙ୍କା (ଲମ୍ବା ଲମ୍ବା ଖଣ୍ଡରେ କଟାଯାଇଥିବା)- 4
  • ଲଙ୍କାଗୁଣ୍ଡ- 1 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ନଡିଆ କିମ୍ବା କାନୋଲା ତେଲ (ଛାଣିବା ପାଇଁ)
  • ଲୁଣ 

ପ୍ରସ୍ତୁତି ପଦ୍ଧତି
କଲରା ଖଣ୍ଡଗୁଡିକୁ ଛୋଟ ଛୋଟ କରି କାଟନ୍ତୁ ଏବଂ ସଂପୂର୍ଣ୍ଣ ଭାବରେ ପାଣି ବାହାର କରିଦିଅନ୍ତୁ । ଏବେ ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ନଡିଆ ଖଣ୍ଡ, ହଳଦିଗୁଣ୍ଡ ଏବଂ ଲୁଣ ଭଲ ଭାବରେ ହାତରେ ଗୋଳାଇ ଦିଅନ୍ତୁ । ଏହାକୁ କିଛି ସମୟ ପାଇଁ ଅଲଗା ରଖିଦିଅନ୍ତୁ ।

ତାହା ପରେ, ଆପଣ କଲରାକୁ କମ୍ ଆଞ୍ଚରେ ହାଲ୍‌କା ବାଦାମୀ ରଂଗର ଏବଂ ମୁସୁମୁସିଆ ହେବା ଯାଏଁ ଛାଣନ୍ତୁ । ଏହା ଭାତ ସହିତ ଖାଇବାକୁ ଭଲ ଲାଗେ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +91 9895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia