Trade Media
     

ବେଲାରିକାଇଖିଚିଡି

 
 
ଏହା ହେଉଛି ବେଲାରିକା କିଖିଚଡି ପ୍ରସ୍ତୁତିର ଏକ ଭିଡିଓ ।

ବେଲାରିକାକିଖିଚଡି ଏକ ଦହି କାକୁଡିର ପାର୍ଶ୍ୱ ବ୍ୟଞ୍ଜନ ଯାହା ତିଆରି କରିବା ସହଜ ଓ ଖାଇବାକୁ ମଧ୍ୟ ଥଣ୍ଡା ଲାଗେ ।

ଉପାଦାନଗୁଡିକ
  • କାକୁଡି  (ଖୁବ୍ ଛୋଟ ଛୋଟ ଖଣ୍ଡରେ କଟାଯାଇଛି)- 2 କପ୍
  • ଦହି (ଖଟା ହୋଇନଥିବା)- 1 କପ୍
  • ନଡିଆ କୋରା- 1/2 କପ୍
  • କଞ୍ଚା ଲଙ୍କା (ଛୋଟ ଛୋଟ ଗୋଲଖଣ୍ଡରେ କଟାଯାଇଥିବା)- 3
  • ଛୋଟ ପିଆଜ- 2
  • ଜିରା- 1/2 ଚାଆ ଚାମଚ
  • ସୋରିଷ- 1/2 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଲୁଣ
ପ୍ରସ୍ତୁତି ପଦ୍ଧତି
ନଡିଆ କୋରା, ଛୋଟ ପିଆଜ ଏବଂ ଜିରାକୁ ଏକାଠି କୋରି ବାଟି ଦିଅନ୍ତୁ । ବଟା ହୋଇଥିବା ସୋରିଷକୁ ଏଥିରେ ଏକାଠି ମିଶାଇ ଦିଅନ୍ତୁ ।

କାକୁଡିକୁ କିଛି ପାଣି, ଲଙ୍କା ଓ ଲୁଣ ଦେଇ ସିଝାଇ ଦିଅନ୍ତୁ । ଯେତେବେଳେ ସବୁ ପାଣି ଶୁଖିଯାଏ ନଡିଆ ମିଶ୍ରଣକୁ ଏଥିରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ସୋରିଷ ଫୁଟାଇ ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ରରେ ସଜାନ୍ତୁ । ଏହି ମିଶ୍ରଣ ଥଣ୍ଡା ହୋଇଯିବା ପରେ ଦହି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +91 9895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia