Trade Media
     

ଆମ୍ବ ଆଚାର

 
 
ଏହି ଭିଡିଓ କେରଳର ନିରାମିଷ ପାର୍ଶ୍ୱ ବ୍ୟଞ୍ଜନ, ଆମ୍ବ ଆଚାର କିପରି ତିଆରି କରାଯାଏ ଦର୍ଶାଏ ।

ମୁଁ ସନ୍ଦେହରେ ପଡ଼ୁଛି ଯେ ଯେ କୌଣସି ପ୍ରକୃତ ମାଲାୟଲୀ ମାଙ୍ଗା ଆଚାର ବିଷୟରେ କହିପାରିବି- ତାହା ହେଉଛି ଆମ୍ବ ଆଚାର ।

ଉପାଦାନଗୁଡିକ
  • ଛୋଟ ଛୋଟ କଟା ହୋଇଥିବା କଞ୍ଚା ଆମ୍ବ- 2 କପ୍
  • ଲଙ୍କାଗୁଣ୍ଡ- 3 ଚାଆ ଚାମଚ
  • ହେଙ୍ଗୁ- 1 ଚାଆ ଚାମଚ
  • ହଳଦିଗୁଣ୍ଡ- 1/4 ଚାଆ ଚାମଚ
  • ସୋରିଷ- 1 ଚାଆ ଚାମଚ
  • ତେଲ- 3 ଚାଆ ଚାମଚ
  • ଲୁଣ- ସ୍ୱାଦ ଅନୁଯାୟୀ 

ପ୍ରସ୍ତୁତି ପଦ୍ଧତି
ତେଲ ଗରମ କରି ସେଥିରେ ସୋରିଷ ପକାଇ ଫୁଟାନ୍ତୁ, ଆଞ୍ଚ କମ୍ କରିଦିଅନ୍ତୁ । ସେଥିରେ ଲଙ୍କାଗୁଣ୍ଡ, ଲୁଣ, ହେଙ୍ଗୁ ଓ ହଳଦି ପକାଇ ଆଉ 3 ମିନିଟ୍ ଭାଜନ୍ତୁ । ଏବେ  ଚୁଲିରୁ ଓହ୍ଲାଇ ଆଣନ୍ତୁ ଓ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ସେଥିରେ କଟା ଆମ୍ବ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଆମ୍ବ ଭଲ ଭାବରେ ନମର ହେବାକୁ 7ରୁ 8 ଦିନ ରଖି ଦିଅନ୍ତୁ ।

ଯଦି ଆପଣ ସତେଜତା ବଜାୟ ରଖିବାକୁ ଚାହାଁନ୍ତି ତେବେ ଏଥିରେ ଅଳ୍ପ ଡିଷ୍ଟିଲ୍ ଭିନେଗାର ମିଶାନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +91 9895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia