Trade Media
     

ପାଲପାୟେସମ

 
 
ପାଲ୍ ପାୟସମ୍ କେରଳର ମିଷ୍ଟାନ୍ନ କିପରି ତିଆରି କରିବାକୁ ହୁଏ ଏହି ଭିଡିଓ ଦର୍ଶାଏ ।

ଏହି ପାୟସମ୍ ହେଉଛି ଏକ ମିଷ୍ଟାନ୍ନ ଯାହାକି ଚାଉଳ, କ୍ଷୀର, ଚିନି କିମ୍ବା ଗୁଡରେ ତିଆରି ହୋଇଥାଏ । ଏହା ସାଧାରଣତଃ ଭୋଜିଭାତରେ କିମ୍ବା ସ୍ୱତନ୍ତ୍ର ଦିନରେ ଦିଆଯାଇଥାଏ ।

ଏହି ପାଲ୍ ପାୟସମ୍ (ପାଲ୍ ଅର୍ଥ ଦୁଗ୍ଧ) ଖାଇବାକୁ ଭାରି ଭଲ ଲାଗେ, ବାସ୍ନା ମଧ୍ୟ ବଢ଼ିଆ ହୁଏ ଓ ସ୍ୱାଦ ନ କହିବା ଭଲ ।

ଆବଶ୍ୟକ ସାମଗ୍ରୀ
  • ଅକାଣ୍ଡିଆ ଚାଉଳ - 1/4 କପ୍
  • କ୍ଷୀର - 1 ½ ଲିଟର
  • ଚିନି- ¾ କି.ଗ୍ରା
ଗାର୍ନିସିଙ୍ଗ ପାଇଁ
  • କାଜୁ- ¼ କପ୍
  • ରେସିନ୍ - ¼ କପ୍
  • ଗୁଜୁରାତି - 4
  • ଘିଅ (ଭାଜିବା ପାଇଁ)
ପ୍ରସ୍ତୁତି ପଦ୍ଧତି
ଏହା ପାଟିକୁ ଭାରି ସୁଆଦିଆ । କିନ୍ତୁ ତିଆରି କରିବା ଭାରି ସହଜ । ଏଥିପାଇଁ ଆପଣ ସମସ୍ତ ଉପାଦାନ ଏକାଠି ପ୍ରେସରକୁକରରେ ରଖି ଅଧିକ ଆଂଚରେ ପ୍ରଥମ ହୁଇସିଲ୍ ଆସିବା ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ ।

ଏବେ ଆଞ୍ଚ କମାଇ ଦେଇ ଅଧଘଣ୍ଟା ପର୍ଯ୍ୟନ୍ତ ସିଝାନ୍ତୁ । ତାହା ପରେ ଗାର୍ନିସ୍ କରନ୍ତୁ ।

ବାସ୍ ପ୍ରସ୍ତୁତ! ଆପଣ ଏହାକୁ ସିଧା ଗରମ ଗରମ ପରଷିପାରିବେ କିମ୍ବା ଥଣ୍ଡା କରି ମଧ୍ୟ ପରଷି ପାରିବେ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +919895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia